Meaning : ନିଦରେ ବା ବେହୋସ ଅବସ୍ଥାରେ କହିବାର ପ୍ରକ୍ରିୟା
Example :
ଅପାର ବିଳିବିଳେଇବା ଶୁଣି ମୁଁ ଡରିଗଲି
Translation in other languages :
Meaning : ନିଦ ବା ଅଚେତରେ କଥାବାର୍ତ୍ତା କରିବା
Example :
ସୁମନର ଜେଜେମା ରାତିରେ ଶୋଇଲାବେଳେ ବିଳିବିଳାନ୍ତି
Synonyms : ବାଉଳିଚାଉଳିହେବା, ବିଳିବିଳିହେବା
Translation in other languages :