Meaning : ଗୋଟିଏ ବସ୍ତୁର ଅନ୍ୟ ବସ୍ତୁ ସହିତ ମିଶିଯିବାର କ୍ରିୟା
Example :
କୁହାଯାଏ କି ମୃତ୍ୟୁ ପରେ ଆତ୍ମା ପରମାତ୍ମାରେ ବିଲୟ ହୋଇଯାଏ
Translation in other languages :
Meaning : ଦ୍ରବଣରେ କୌଣସି ବସ୍ତୁକୁ ଗୋଳାଇବାର ପ୍ରକ୍ରିୟା
Example :
ଜଳରେ ଚିନିର ମିଶ୍ରଣରୁ ସରବତ ହୁଏ
Translation in other languages :