Meaning : ଅସ୍ତିତ୍ତ୍ୱରେ ନ ରହିବା
Example :
ଧୀରେ ଧୀରେ ଜୀବମାନଙ୍କର ବହୁ ପ୍ରଜାତିଗୁଡ଼ିକ ବିଲୁପ୍ତ ହେଉଛନ୍ତି
Synonyms : ଅଦୃଶ୍ୟ ହେବା, ଲୁପ୍ତ ହେବା, ହଜି ଯିବା
Translation in other languages :
अस्तित्व में न रह जाना।
धीरे-धीरे जीवों की कई प्रजातियाँ विलुप्त हो रही हैं।