Meaning : ବିରୋଧ କରୁଥିବା ବ୍ୟକ୍ତି
Example :
ବିରୋଧୀମାନଙ୍କୁ ଆମ ଦଳରେ ମିଶାଇବା ଠିକ୍ ହେବ
Translation in other languages :
A person who dissents from some established policy.
contestant, dissenter, dissident, objector, protesterMeaning : ଯେ ବିପକ୍ଷରେ ଅଛି
Example :
ବିରୋଧିମାନେ ସଂସଦରେ ଗଣ୍ଡଗୋଳ କଲେ
Synonyms : ପ୍ରତିପକ୍ଷୀ, ବିପକ୍ଷବାଦୀ, ବିରୋଧିମାନେ
Translation in other languages :
Meaning : ଖରାପ ଭାବରେ
Example :
ଲୋକମାନେ ତାକୁ ଶତ୍ରୁଭାବାପନ୍ନ ହୋଇ ପିଟିଲେ
Synonyms : ଅପ୍ରସନ୍ନ, ଶତ୍ରୁଭାବାପନ୍ନ
Translation in other languages :
Meaning : ଯେ ବିରୁଦ୍ଧରେ ଥାଏ
Example :
ଏହିଥର ନିର୍ବାଚନରେ ସେ ବିରୋଧୀଦଳ ସହିତ ହାତ ମିଳେଇଥିଲେ
Synonyms : ପ୍ରତିପକ୍ଷୀ, ବିପକ୍ଷୀୟ
Translation in other languages :
जो विरुद्ध में हो।
इस बार के चुनाव में उसने विरोधी दल से हाथ मिला लिया।