Subscribe
URL of the page has been copied to clipboard.
Meaning : ଯାହା ଅନୁକୂଳ ନୁହେଁ ବା ହିତ ସାଧନରେ ସହାୟକ ନୁହେଁ
Example : ପରିସ୍ଥିତି ପ୍ରତିକୂଳ ହେବା ଦେଖି ସେ ଉଠି ଚାଲିଗଲା
Synonyms : ପ୍ରତିକୂଳ, ବାମ, ବିପରୀତ
Translation in other languages :हिन्दी
जो अनुकूल या हित साधन में सहायक न हो।
Meaning : ଯିଏ କ୍ରମ, ମାନ୍ୟତାଆଦି ବିଚାରରେ କାହାର ବିରୁଦ୍ଧ ବା ଅନ୍ୟ ପକ୍ଷରେ ପଡ଼ିଥାଏ
Example : ସେ ଦୁଇଜଣ ବିପରୀତ ବିଚାରଧାରାର ହୋଇ ମଧ୍ୟ ଭଲ ମିତ୍ର
Synonyms : ଓଲଟା, ବିପରୀତ
Translation in other languages :हिन्दी English
जो क्रम, मान्यता आदि के विचार से किसी के विरुद्ध या दूसरे पक्ष में पड़ता हो।
Reversed (turned backward) in order or nature or effect.
Install App