Meaning : କ୍ରୋଧିତ ବା କ୍ଷୁଣ୍ଣହୋଇ କହିବା
Example :
କାର୍ଯ୍ୟାଳୟରେ ଜଣେ କର୍ମଚାରୀଙ୍କୁ ନପାଇ ଅଧିକାରୀ ବିରକ୍ତହେଲେ
Synonyms : ଅସନ୍ତୁଷ୍ଟହେବା, ଚିଡ଼ିଯିବା, ବିଗିଡ଼ିବା, ରାଗିଯିବା
Translation in other languages :
Meaning : କାହାକୁ ହଇରାଣ କରିବା
Example :
କୃଷ୍ଣ ଗୋପୀମାନଙ୍କୁ ବିରକ୍ତ କରାଉଥିଲେ
Synonyms : ଚିଡ଼ାଇବା, ହାସ୍ୟ ରସ କରିବା
Translation in other languages :