Meaning : ଭାଙ୍ଗିବା, ଖଣ୍ଡିତ ହେବା ବା ବିଭାଜିତ ହେବାର ପ୍ରକ୍ରିୟା
Example :
କୌଣସି ନା କୌଣସି ସମାଜର ବିଘଟନ ତାକୁ ଦୁର୍ବଳ କରିଦିଏ
Translation in other languages :
Meaning : କୌଣସି ସଂଖ୍ୟାକୁ ଦ୍ୱିତୀୟ ସଂଖ୍ୟା ଦ୍ୱାରା ଭାଗ କରିବା କାମ
Example :
ଆଜି ଶ୍ରେଣୀରେ ଗଣିତର ଭାଗକ୍ରିୟା ଶିଖାଯିବ
Synonyms : ବିଭାଗ, ଭାଗ, ଭାଗ କାର୍ଯ୍ୟ, ଭାଗକର୍ମ, ଭାଗକ୍ରିୟା, ହରଣ, ହରିବା, ହରିବା କାମ, ହରିବା କାର୍ଯ୍ୟ
Translation in other languages :
An arithmetic operation that is the inverse of multiplication. The quotient of two numbers is computed.
divisionMeaning : ଅଲଗା ଅଲଗା ଭାଗ ବା ଅଂଶରେ ବାଣ୍ଟିବା କାର୍ଯ୍ୟ ବା ଭାବ
Example :
ରାମ ତା ଦୁଇପୁଅଙ୍କ ନିମନ୍ତେ ଘରକୁ ବିଭାଜନ କରିଦେଲେ
Synonyms : ଭାଗ
Translation in other languages :
The act of dividing or partitioning. Separation by the creation of a boundary that divides or keeps apart.
division, partition, partitioning, sectionalisation, sectionalization, segmentation