Meaning : ବିଚାର କରିବା କ୍ରିୟା ବା ଭାବ
Example :
ବହୁତ ବିଚାର କରିବାପରେ ଆମେ ସମସ୍ୟା ସମାଧାନର ମାର୍ଗ ଖୋଜିପାଇଲୁ
Synonyms : ଚିନ୍ତନ, ଚିନ୍ତା, ବିଚାର, ମନନ
Translation in other languages :
विचार करने की क्रिया या भाव।
बहुत चिंतन के बाद हमने समस्या का हल ढूँढ़ निकाला।The process of using your mind to consider something carefully.
Thinking always made him frown.Meaning : ବିଚାର ପୂର୍ବକ ନିର୍ଣ୍ଣୟ କରାଯାଇଥିବା କାର୍ଯ୍ୟ
Example :
ଆଜିର ସଭାରେ ତୁଳସୀ ଦାସଙ୍କ ରଚନାଆଦିର ଆଲୋଚନା କରାଗଲା
Translation in other languages :
The process of giving careful thought to something.
considerationMeaning : କୌଣସି ବସ୍ତୁର ଭଲମନ୍ଦ ଯାଞ୍ଚ୍ କରିବା ବା ପରୀକ୍ଷା କରିବା କ୍ରିୟା
Example :
ଭଲଭାବେ ବିବେଚନା କଲାପରେ କୌଣସି କଥାର ସତ୍ୟତାକୁ ସ୍ୱୀକାର କରିବା ଉଚିତ୍
Translation in other languages :