Meaning : ଯେଉଁ ବିଷୟରେ ବିବାଦ ହୁଏ
Example :
ଦୁଇ ପକ୍ଷ ବିବାଦିତ ସମସ୍ୟା ଉପରେ ବୁଝାମଣା କରିନେଲେ
Synonyms : ବିବାଦ ସମ୍ବଳିତ, ବିବାଦପୂର୍ଣ୍ଣ, ବିବାଦୀୟ
Translation in other languages :
जिसके विषय में विवाद हो।
दोनों पक्षों ने विवादित मसले पर समझौता कर लिया।Subject to disagreement and debate.
disputed