Meaning : ଯାହା ଉପରେ ବିବାଦ କରାଯାଇ ପାରେ ବା ଉଠି ପାରେ
Example :
କିଛି ନେତା ବିବାଦୀ ଭାଷଣ ପ୍ରଦାନକରି ଲୋକମାନଙ୍କ ଭିତରେ ଲଢ଼େଇ କରିଦେଉଛନ୍ତି
Translation in other languages :
Marked by or capable of arousing controversy.
The issue of the death penalty is highly controversial.Meaning : ଯେ ଝଗଡ଼ା କରୁଥାଏ
Example :
ଝଗଡ଼ାକାରୀ ବ୍ୟକ୍ତିଠାରୁ ଦୂରରେ ରହିବା ଭଲ
Synonyms : କଳିକାଣ୍ଡେଇ, କଳିକାରୀ, କଳିହା, ଝଗଡ଼ାକାରୀ, ବିବାଦୀ
Translation in other languages :
Given to or characterized by argument.
An argumentative discourse.