Meaning : ଯିଏ ସଫଳ ହୋଇନାହିଁ
Example :
ମୁ ଦୌଡ଼ରେ ପ୍ରଥମ ସ୍ଥାନ ପାଇବାକୁ ଅସଫଳ ହେଲି
Translation in other languages :
Failing to accomplish an intended result.
An abortive revolt.Meaning : ଯାହାର କୌଣସି ଫଳ ବା ପରିଣାମ ନାହିଁ
Example :
ମୁଁ ତାକୁ ବୁଝେଇବାରେ ନିଷ୍ଫଳ ହେଲି
Synonyms : ଅସିଦ୍ଧ, ନିରର୍ଥକ, ନିଷ୍ଫଳ, ବ୍ୟର୍ଥ
Translation in other languages :
Not successful. Having failed or having an unfavorable outcome.
unsuccessful