Meaning : ସଂଙ୍କଟ ବା ବିପତ୍ତିର ସମୟ
Example :
ବିପଦ କାଳରେ ହିଁ ହିତୈଷୀମାନଙ୍କ ପରୀକ୍ଷା ହୋଇଥାଏ
Synonyms : ଆପଦ କାଳ, ବିପଦ କାଳ, ସଂକଟକାଳ
Translation in other languages :
A state of extreme (usually irremediable) ruin and misfortune.
Lack of funds has resulted in a catastrophe for our school system.