Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ବିନୟଶୀଳ from ଓଡ଼ିଆ dictionary with examples, synonyms and antonyms.

ବିନୟଶୀଳ   ବିଶେଷଣ

Meaning : ଯାହା ପାଖରେ ନମ୍ରତା ଅଛି

Example : ହନୁମାନ ବିନମ୍ର ଭାବରେ ମଥା ନୁଆଁଇଦେଲେ

Synonyms : ନମ୍ର, ବିନମ୍ର, ବିନୟଯୁକ୍ତ, ବିନୟୀ

Meaning : ଯାହାଠାରେ ନମ୍ରତା ଅଛି

Example : ହନୁମାନ ବିନମ୍ର ଭାବରେ ଶିର ନତ କଲେ

Synonyms : ନମ୍ର, ବିନମ୍ର, ବିନୀତ, ବିନୟଯୁକ୍ତ, ବିନୟୀ


Translation in other languages :

Meaning : ଧର୍ମ ବା ନୀତିପୂର୍ବକ ବ୍ୟବହାର କରିବା ବ୍ୟକ୍ତି

Example : ବିନୟୀ ଯୁଧିଷ୍ଠିର ସମସ୍ତଙ୍କର ଆଦରର ପାତ୍ର ଥିଲେ

Synonyms : ବିନୟୀ


Translation in other languages :

धर्म या नीतिपूर्वक व्यवहार करनेवाला।

विनीत युधिष्ठिर सबके आदर के पात्र थे।
नयशील, विनीत

Characterized by courtesy and gracious good manners.

If a man be gracious and courteous to strangers it shows he is a citizen of the world.
courteous