Meaning : ଜୋଡ଼ ସ୍ଥାନରେ ଯନ୍ତ୍ରଣା ହେବା
Example :
ମୋ ଆଣ୍ଠୁ ବିନ୍ଧୁଛି
Synonyms : ପୀଡ଼ା ହେବା, ଯନ୍ତ୍ରଣା ହେବା
Translation in other languages :
Meaning : ମୁଣ୍ଡ ବିନ୍ଧା ହେବା
Example :
ଅଧ ଘଣ୍ଟା ହେଲା ମୋ ମୁଣ୍ଡ ବିନ୍ଧୁଛି
Translation in other languages :
Meaning : ରହିରହି କଷ୍ଟଦେବା
Example :
ମୋ ଗୋଡ଼ର ଘାଆ ବିନ୍ଧୁଛି
Synonyms : ପୀଡ଼ାଦେବା, ଯନ୍ତ୍ରଣା ହେବା
Translation in other languages :