Meaning : କେବଳ ମନକୁ ଆନନ୍ଦଦେବାପାଇଁ କରାଯାଉଥିବା କାର୍ଯ୍ୟ
Example :
ପିଲାମାନେ ପାଣିରେ ଖେଳୁଛନ୍ତି
Synonyms : ଆମୋଦପ୍ରମୋଦ, କେଳି, କୌତୁକ, କ୍ରୀଡା, ଖେଳ, ବିହାର
Translation in other languages :
Activities that are enjoyable or amusing.
I do it for the fun of it.