Meaning : ବିନମ୍ର ହେବାର ଅବସ୍ଥା ବା ଭାବ
Example :
ସେ ଶ୍ରେଣୀରେ ତାର ବିନମ୍ରତାପାଇଁ ହିଁ ଜଣାଶୁଣା
Translation in other languages :
Meaning : ଭଲ ସ୍ୱଭାବ ଓ ଆଚରଣର ଭାବ
Example :
ସୁଶୀଳତା ସ୍ତ୍ରୀ ଲୋକମାନଙ୍କର ଅଳଙ୍କାର
Translation in other languages :
Acting in a manner that is gentle and mild and even-tempered.
His fingers have learned gentleness.