Meaning : ସ୍ଥିର କରାଯାଇଥିବା ନିୟମ ଓ ବିଧାନ, ଯାହାର ପାଳନ ସମସ୍ତଙ୍କପାଇଁ ଆବଶ୍ୟକ ଓ ଅନିବାର୍ଯ୍ୟ ଏବଂ ଯାହାର ଉଂଲଘନ କଲେ ମନୁଷ୍ୟ ଦଣ୍ଡିତ ହୁଏ ବା ହୋଇପାରେ
Example :
ନିୟମ ବିପରୀତ କୌଣସି ବି କାର୍ଯ୍ୟ ଆପଣଙ୍କୁ ସଙ୍କଟରେ ପକାଇପାରେ
Synonyms : ଆଇନ, କାନୁନ, ନିୟମ, ବିଧି
Translation in other languages :
Legal document setting forth rules governing a particular kind of activity.
There is a law against kidnapping.Meaning : ସେହି ବିଧାନ ଯାହା ଦଇବଦ୍ୱାରା ନିର୍ଣ୍ଣୟ କରାଯାଇଛି ଏବଂ ଯାହା ଅଟଳ ବୋଲି ଲୋକେ ମାନନ୍ତି
Example :
ସତୀ ସାବିତ୍ରୀ ନିଜ ସତୀତ୍ୱ ବଳରେ ଦଇବ ବିଧାନକୁ ଟାଳି ନିଜ ପତିଙ୍କୁ ଜୀବିତ କରିପାରିଥିଲେ
Synonyms : ଦଇବ ନିୟମ, ଦଇବ ବିଧାନ, ଦୈବି ନିୟମ, ଦୈବୀ ବିଧାନ
Translation in other languages :
वह विधान जो दैव द्वारा नियत किया हुआ माना जाता है और अटल होता है।
सती सावित्री ने अपने सतीत्व के बल पर दैवी विधान को टाल कर अपने पति को जीवित कर लिया।A law that is believed to come directly from God.
divine lawMeaning : କୌଣସି କାର୍ଯ୍ୟପାଇଁ ଧନ ଆଦି ସଂଗ୍ରହ କରାଯାଉଥିବା ବ୍ୟବସ୍ଥା
Example :
ଏହି କାର୍ଯ୍ୟକ୍ରମର ବିଧାନ ବର୍ଷକ ପୂର୍ବରୁ ହିଁ କରାଯାଇଥିଲା
Translation in other languages :
Meaning : କାମ କରିବାର ରୀତି ବା ପ୍ରଣାଳୀ
Example :
ସଂସାରରେ ସବୁ କିଛି ବିଧିର ବିଧାନ ଅନୁସାରେ ଚାଲିଛି
Translation in other languages :
A way of doing something, especially a systematic way. Implies an orderly logical arrangement (usually in steps).
method