Meaning : ଏକ ବର୍ଣ୍ଣବୃତ
Example :
ବିଦ୍ୟୁଲ୍ଲେଖାର ପ୍ରତ୍ୟେକ ଚରଣରେ ଦୁଇ ମଗଣ ଥାଏ
Translation in other languages :
Meaning : ବିଜୁଳିର ଚମକ
Example :
ବିଦ୍ୟୁତ୍ପ୍ରଭାରୁ ଆଖିଗୁଡ଼ିକ ଚମକିତ ହୋଇଗଲା
Synonyms : ବିଦ୍ୟୁତ୍ପ୍ରଭା, ବିଦ୍ୟୁଲ୍ଲତା
Translation in other languages :
Abrupt electric discharge from cloud to cloud or from cloud to earth accompanied by the emission of light.
lightning