Meaning : ଯେ ବର୍ତ୍ତମାନ ଅସ୍ତିତ୍ୱରେ ଅଛି ବା ଯାହାର ଅସ୍ତିତ୍ୱ ଥାଏ
Example :
ବିଦ୍ୟମାନ ସମସ୍ୟାଗୁଡ଼ିକର ସମାଧାନ ବିନା କିଛି ବି ହୋଇ ପାରିବ ନାହିଁ
Synonyms : ଉପସ୍ଥିତ
Translation in other languages :
Meaning : ପାଖ ବା ସମ୍ମୁଖସ୍ଥ
Example :
ଆଜି ଶ୍ରେଣୀର ଉପସ୍ଥିତ ଛାତ୍ର ସଂଖ୍ୟା କମ୍ ଥିଲା
Translation in other languages :