Meaning : ରାଜାଜ୍ଞାରେ ଗିରଫ ହୋଇଥିବା ପ୍ରତିବାଦୀ
Example :
ବିଦ୍ରୋହୀ ଉପରେ କଡା ନଜର ରଖା ଯାଉଛି
Translation in other languages :
Meaning : ଯିଏ ବିଦ୍ରୋହ କରେ
Example :
ପୋଲିସ ଗୁଳି ଚାଳନାରେ ଚାରିଜଣ ବିଦ୍ରୋହୀ ମରିଗଲେ
Translation in other languages :
A person who takes part in an armed rebellion against the constituted authority (especially in the hope of improving conditions).
freedom fighter, insurgent, insurrectionist, rebelMeaning : ଯେ କାହା ବିରୁଦ୍ଧରେ ବିଦ୍ରୋହ କରେ
Example :
ବିଦ୍ରୋହୀ ଲୋକମାନେ ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଦେଲେ
Synonyms : ଆନ୍ଦୋଳନକାରୀ, ବାଗୀ
Translation in other languages :
Boldly resisting authority or an opposing force.
Brought up to be aggressive and defiant.