Meaning : ଅନିଷ୍ଟ ସୂଚକ ଉତ୍ପାତ
Example :
ତୋଫାନ, ଭୂକମ୍ପ ପରି ବିତ୍ପାତ ମାନବ ବିକାଶରେ ବାଧା ଆଣିଦିଏ
Translation in other languages :
Meaning : ଯେଉଁ ଶକୁନ ଅଶୁଭର ପରିଚାୟକ
Example :
ରାମ ଲଙ୍କା ଉପରେ ଆକ୍ରମଣ କଲା ମାତ୍ରକେ ଲଙ୍କାରେ ଅଶୁଭ ଲକ୍ଷଣ ଦେଖାଦେଲା
Synonyms : ଅପଶକୁନ, ଅଲକ୍ଷଣ, ଅଶୁଭ ଚିହ୍ନ, ଅଶୁଭ ଲକ୍ଷଣ, ଦୁର୍ଲକ୍ଷଣ, ମନ୍ଦ ଲକ୍ଷଣ
Translation in other languages :