Subscribe
URL of the page has been copied to clipboard.
Meaning : ଦବା-ନବାଆଦି ବିଶେଷ କାର୍ଯ୍ୟପାଇଁ ଦେୟ ବା ପ୍ରାପ୍ୟ ଧନ
Example : ବ୍ୟାଙ୍କଦ୍ୱାରା ଆପଣ ଏପର୍ଯ୍ୟନ୍ତ କେତେ ପରିମାଣର ଧନ ପ୍ରାପ୍ତ ହୋଇଛନ୍ତି?
Synonyms : ଧନରାଶି, ପରିମାଣ
Translation in other languages :हिन्दी English
रुपए-पैसे की मात्रा।
A quantity of money.
Meaning : ଟଙ୍କା-ପଇସା, ସୁନା-ରୂପା,ଜମି-ଜମା ଇତ୍ୟାଦି
Example : ଧନ-ଦୌଲତର ଉପଯୋଗ ଭଲ କାମରେ କରାଯିବା ଆବଶ୍ୟକ
Synonyms : ଅର୍ଥ, ଟଙ୍କା ପଇସା, ଦୌଲତ, ଧନ, ଧନ-ଦୌଲତ, ବିଭବ, ବୈଭବ
सोना-चाँदी, ज़मीन-जायदाद आदि संम्पत्ति जिसकी गिनती पैसे के रूप में होती है।
Wealth reckoned in terms of money.
Install App