Meaning : ଉପରକୁ ବା ଇଆଡ଼େ-ସିଆଡ଼େକୁ ଫୋପାଡ଼ିବାର କାମ
Example :
ହେଲିକ୍ୟାପଟରରୁ ଫୁଲକୁ ବିଞ୍ଚିଦିଆଗଲା
Translation in other languages :
Meaning : ପବନ ସୃଷ୍ଟି କରିବାପାଇଁ ପଙ୍ଖା ବା ଅନ୍ୟ ତତ୍ତୁଲ୍ୟ ବସ୍ତୁ ହଲାଇବା
Example :
ଅତ୍ୟଧିକ ଗରମଯୋଗୁଁ ସେ ଅନବରତ ବିଞ୍ଚୁଛି
Synonyms : ପଙ୍ଖାକରିବା
Translation in other languages :