Subscribe
URL of the page has been copied to clipboard.
Meaning : ଯାହାର କୌଣସି ବିଷୟରେ ଭଲ ଜ୍ଞାନ ରହିଛି
Example : ଭାରତ ପ୍ରଥମରୁ ହିଁ ବିଦ୍ୱାନମାନଙ୍କ ଦେଶ
Synonyms : କୋବିଦ, ଜ୍ଞାତା, ଜ୍ଞାନୀ, ପଣ୍ଡିତ, ବିଦ୍ୱାନ, ବିବୁଧ, ସୁମନ
Translation in other languages :हिन्दी English
वह जिसे किसी चीज का अच्छा ज्ञान हो।
Someone who has been admitted to membership in a scholarly field.
Meaning : ଯିଏ ଶିକ୍ଷା ଗ୍ରହଣ କରିଛି
Example : ଶିକ୍ଷିତ ବ୍ୟକ୍ତି ହିଁ ରାଷ୍ଟ୍ରର କର୍ଣ୍ଣଧାର ହୋଇଥାନ୍ତି
Synonyms : ପଢ଼ାଲିଖା, ପଢ଼ୁଆ, ଶିକ୍ଷିତ, ସାକ୍ଷର
जिसने शिक्षा ग्रहण की हो।
Possessing an education (especially having more than average knowledge).
Meaning : ଯେ ବହୁତ ବେଶି ପାଠ ପଢ଼ିଛି
Example : ଆଜିର ସଭାରେ କେହିଜଣେ ବିଦ୍ୱାନ ବ୍ୟକ୍ତି ଭାଷଣ ଦେଇଥିଲେ
Synonyms : ଜ୍ଞାନୀ, ପଣ୍ଡିତ, ବିଦ୍ୱାନ
Translation in other languages :हिन्दी
जिसने बहुत अधिक विद्या अर्जित की हो।
Meaning : ଯାହାର ଅବଗତି ଅଛି
Example : ଏହି କାମକୁ କୌଣସି ଅଭିଜ୍ଞ ଲୋକକୁ ଦିଅନ୍ତୁ
Synonyms : ଅଭିଜ୍ଞ, ଜ୍ଞାତା
जिसे जानकारी हो।
Install App