Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ବିଜୁଳି ଶକ୍ତି from ଓଡ଼ିଆ dictionary with examples, synonyms and antonyms.

ବିଜୁଳି ଶକ୍ତି   ବିଶେଷ୍ୟ

Meaning : କୌଣସି ବିଶିଷ୍ଟ ପ୍ରକ୍ରିୟାରୁ ଉତ୍ପନ୍ନ କରାଯାଉଥିବା ଏକ ଶକ୍ତି ଯେଉଁଥିରେ ବସ୍ତୁର ଆକର୍ଷଣ ଏବଂ ଉପକର୍ଷଣ ତଥା ତାପ କିମ୍ବା ଜ୍ୟୋତି ବାହାରେ

Example : ପାଣିରୁ ମଧ୍ୟ ବିଦ୍ୟୁତ ଉତ୍ପନ୍ନ କରାଯାଏ

Synonyms : ପାୱାର୍, ବିଜୁଳି, ବିଦ୍ୟୁତ ଶକ୍ତି, ବିଦ୍ୟୁତ୍


Translation in other languages :

कुछ विशिष्ट क्रियाओं से उत्पन्न की जानेवाली एक शक्ति जिससे वस्तुओं में आकर्षण और अपकर्षण तथा ताप और प्रकाश होता है।

पानी से भी बिजली उत्पन्न की जाती है।
पावर, बिजली, विद्युत, विद्युत्

Energy made available by the flow of electric charge through a conductor.

They built a car that runs on electricity.
The power went oout around midnight.
electrical energy, electricity, power