Meaning : ଅଲଗା ହେବାର ପ୍ରକ୍ରିୟା, ଅବସ୍ଥା ବା ଭାବ
Example :
ବିବାହ ପରେ ପରେ ହିଁ ତାଙ୍କୁ ବିଚ୍ଛେଦ ଦୁଃଖ ସହିବାକୁ ପଡ଼ିଲା
Translation in other languages :
Meaning : ପ୍ରିୟ ବ୍ୟକ୍ତି ସହିତ ମିଳନ ନହେବା କାରଣରୁ ଉତ୍ପନ୍ନ ହେଉଥିବା ଭାବ
Example :
ସୁରଦାସଙ୍କ ରଚିତ ରାଧାଙ୍କ ବିରହ ବର୍ଣ୍ଣନା ବହୁତ ମାର୍ମିକ
Translation in other languages :
Meaning : ମଝିରେ କୌଣସି ପ୍ରକାର ବିଚ୍ଛିନ୍ନ ହେବାର କ୍ରିୟା ଅବା ବିଶୃଙ୍ଖଳ ହେବାର ଅବସ୍ଥା ବା ଭାବ
Example :
ବିଶୃଙ୍ଖଳତାରୁ ଦୂରେଇ ରହିବା ପାଇଁ ପ୍ରଚେଷ୍ଟା
Synonyms : ବିଶୃଙ୍ଖଳତା
Translation in other languages :
Meaning : କାହାଠାରୁ ଅଲଗାହେବା ବା ଦୂରେଇ ଯିବାର ଅବସ୍ଥା ବା ଭାବ
Example :
ରାଧାଙ୍କୁ କୃଷ୍ଣଙ୍କ ବିଚ୍ଛେଦ ସହିବାକୁ ପଡ଼ିଲା
Synonyms : ବିୟୋଗ
Translation in other languages :
Meaning : କାଟି ଅବା ଛେଦକରି ଅଲଗା କରିବାର କାର୍ଯ୍ୟ
Example :
ରୋଗର ପ୍ରକୋପରୁ ରକ୍ଷା ପାଇବାପାଇଁ ମୂଳଉତ୍ପାଟନ ଆବଶ୍ୟକ
Synonyms : ଅଲଗା, ବିଚ୍ଛିନ୍ନ, ମୂଳଉତ୍ପାଟନ
Translation in other languages :