Meaning : କୌଣସି ବିଚିତ୍ର ଜିନିଷ ବା କଥା
Example :
ଏହି ସଂଗ୍ରହାଳୟରେ ଅନେକ ଆଶ୍ଚର୍ୟଜନକ ଜିନିଷ ରହିଛି
Synonyms : ଅଜବ, ଆଶ୍ଚର୍ୟଜନକ
Translation in other languages :
Meaning : ଯାହା ବିଶେଷ ଲକ୍ଷଣଯୁକ୍ତ
Example :
ମତ୍ସ୍ୟ୍ୟକନ୍ୟା ଏକ ବିଲକ୍ଷଣ ଜୀବ
Synonyms : ଅଜବ, ଅଦ୍ଭୁତ, ଅଦ୍ଭୁତପୂର୍ବ, ଅପୂର୍ବ, ଅଲୌକିକ, ଆଶ୍ଚର୍ଯ୍ୟଜନକ, ବିଲକ୍ଷଣ
Translation in other languages :
जो विशेष लक्षण से युक्त हो।
मत्स्यनारी एक विलक्षण जीव है।Strikingly strange or unusual.
An exotic hair style.Meaning : ଜିଜ୍ଞାସା ଉତ୍ପନ୍ନ କରିବା ଲୋକ
Example :
ମୋ ସହିତ ଗୋଟିଏ ବିଚିତ୍ର ଘଟଣା ଘଟିଲା
Synonyms : ଅଦ୍ଭୁତ, ଜିଜ୍ଞାସାଜନକ, ବିଲକ୍ଷଣ, ବିସ୍ମୟକାରକକୌତୁହଳଜନକ, ବିସ୍ମୟକାରୀ, ବିସ୍ମୟଜନକ
Translation in other languages :