Subscribe
URL of the page has been copied to clipboard.
Meaning : ତର୍କ କରାହୋଇଥିବା
Example : ବିସଂବାଦିତ ସମସ୍ୟାଗୁଡ଼ିକର ଶୀଘ୍ର ହିଁ ସମାଧାନ ହେବା ଉଚିତ
Synonyms : ଆଲୋଚିତ, ତର୍କିତ, ବିସଂବାଦିତ
Translation in other languages :हिन्दी
तर्क किया हुआ।
Meaning : ଯାହା ବିଚାରପାଇଁ ଯୋଗ୍ୟ
Example : ଏହା ଏକ ବିଚାରଯୋଗ୍ୟ ପ୍ରସ୍ତାବ
Synonyms : ବିଚାରଣୀୟ, ବିଚାରଯୋଗ୍ୟ, ବିଚାରାଧୀନ, ବିଚାର୍ୟ
जो विचार करने के योग्य हो।
Meaning : ଯାହା ଉପରେ ବିଚାରହୋଇଛି କିମ୍ବା କରାଯାଉଛି
Example : ଏହି ମାମଲା ଆମଦ୍ୱାରା ବିଚାରିତ, ତେଣୁ ଏହାଉପରେ ପୁଣିଥରେ ବିଚାର କରିବାର କୌଣସି ଆବଶ୍ୟକତା ନାହିଁ
Synonyms : ବିମର୍ଶିତ
जिस पर विचार हुआ या किया गया हो।
Install App