Meaning : ବିବେକର ଅଭାବ ବା ଚିନ୍ତା କରିବା ବା ବୁଝିବା ଶକ୍ତିର ଅଭାବ
Example :
ସଭ୍ୟତା ମନୁଷ୍ୟର ବିବେକହୀନତା ଓ ଅନାଚାରିତାକୁ ହଟାଇଦିଏ
Synonyms : ଅବିବେକିତା, ବିବେକହୀନତା
Translation in other languages :
Meaning : କୌଣସି ବସ୍ତୁ କିମ୍ବା କଥାଆଦି ଉପରେ ବିଚାର ନକରିବାର ଅବସ୍ଥା ବା କ୍ରିୟା
Example :
ଅବିଚାରରୁ ମନୁଷ୍ୟ କଠିନତାରେ ଫସିଯାଏ
Synonyms : ଅଚିନ୍ତନ, ଅନୁଚିନ୍ତନହୀନତା, ଅବିଚାର, ଅବିବେଚନା, ଅମନନ, ବୋଧନହୀନତା
Translation in other languages :
The trait of forgetting or ignoring your responsibilities.
heedlessness, inadvertence, inadvertency, unmindfulness