Meaning : କୌଣସି କାର୍ଯ୍ୟ କରିବା ସମୟରେ ଆସୁଥିବା ବାଧା
Example :
ଏହି କାମରେ କିଛି ବିଘ୍ନ ନଆସୁ ସେଇଥିପାଇଁ ମୁଁ ବିଘ୍ନବିନାଶକଙ୍କୁ ପ୍ରାର୍ଥନା କରୁଛି
Synonyms : ବାଧା, ବ୍ୟତିକ୍ରମ, ବ୍ୟାଘାତ
Translation in other languages :
Some abrupt occurrence that interrupts an ongoing activity.
The telephone is an annoying interruption.