Subscribe
URL of the page has been copied to clipboard.
Meaning : କୌଣସି ବସ୍ତୁକୁ ଆବେଗ ସହିତ ଫୋପାଡ଼ିବା କ୍ରିୟା
Example : ଭାରତର ଶ୍ରୀ ହରିକୋଟ୍ଟାରେ କୃତ୍ରିମ ଉପଗ୍ରହ ପ୍ରକ୍ଷେପଣ କରାଯାଏ
Synonyms : ପ୍ରକ୍ଷେପଣ, ବିକ୍ଷେପ
Translation in other languages :हिन्दी English
किसी वस्तु को आवेग के साथ उछालने या फेंकने की क्रिया।
The act of propelling with force.
Meaning : ଧନୁରେ ଡୋରୀ ଲଗାଇବାର କ୍ରିୟା
Example : ରାଜା ବିକ୍ଷେପଣ ପରେ ଶିକାର ଉପରେ ନିଶାଣ କଲେ
Synonyms : ବିକ୍ଷେପ
Translation in other languages :हिन्दी
धनुष की डोरी चढ़ाने की क्रिया।
Meaning : ଚଳଚଞ୍ଚଳ ହେଉଥିବା ମନ
Example : ବିକ୍ଷେପକୁ ଦୂର କରିନପାରିଲେ ସାଧନା ସମ୍ଭବ ନୁହେଁ
मन के इधर-उधर भटकने की अवस्था या भाव।
The trait of being frivolous. Not serious or sensible.
Install App