Meaning : ପ୍ରାଚୀନକାଳର ଗୋଟିଏ ପ୍ରକାରର ଅସ୍ତ୍ର
Example :
ତାଙ୍କର ବିକ୍ଷେପ କଦାପି ଅସଫଳ ହୁଏନାହିଁ
Translation in other languages :
Meaning : ଗୋଟିଏ ରୋଗ
Example :
ସେ ବହୁତଦିନଧରି ବିକ୍ଷେପରେ ପୀଡ଼ିତ
Translation in other languages :
Meaning : ଚଳଚଞ୍ଚଳ ହେଉଥିବା ମନ
Example :
ବିକ୍ଷେପକୁ ଦୂର କରିନପାରିଲେ ସାଧନା ସମ୍ଭବ ନୁହେଁ
Synonyms : ବିକ୍ଷେପଣ
Translation in other languages :