Subscribe
URL of the page has been copied to clipboard.
Meaning : ଶୁଦ୍ଧ ବାୟୁର ସଞ୍ଚାର ବା ବାୟୁଯୁକ୍ତ ହେବାର ପ୍ରକ୍ରିୟା
Example : ବାୟୁଚଳାଚଳ ହେଲେ ଗୁଳୁଗୁଳିରୁ ରକ୍ଷା ମିଳେ
Synonyms : ବାୟୁଚଳାଚଳ
Translation in other languages :हिन्दी English
शुद्ध वायु का संचार या हवादार होने की क्रिया।
The act of supplying fresh air and getting rid of foul air.
Meaning : ବାୟୁର ସ୍ରୋତ
Example : ଅସହ୍ୟ ଖରା ହେଉଥିଲା ଓ ରହି ରହି ପ୍ରବଳ ବାୟୁପ୍ରବାହ ହେଉଥିଲା
वायु का प्रवाह।
A strong current of air.
Install App