Subscribe
URL of the page has been copied to clipboard.
Meaning : ପବନର ଅଧିପତିରୂପେ ଗ୍ରହଣ କରାଯାଉଥିବା ହିନ୍ଦୁ ଧର୍ମଗ୍ରନ୍ଥଗୁଡ଼ିକରେ ବର୍ଣ୍ଣିତ ଜଣେ ଦେବତା
Example : ବେଦଗୁଡ଼ିକରେ ବି ପବନଦେବତାଙ୍କୁ ପୂଜାକରିବା ବିଧି ରହିଛି
Synonyms : ଅନିଳ, ପବନଦେବ, ପବନଦେବତା, ମରୁତ
Translation in other languages :हिन्दी
हिन्दू धर्मग्रंथों में वर्णित एक देवता जो हवा के अधिपति माने जाते हैं।
Install App