Subscribe
URL of the page has been copied to clipboard.
Meaning : ତବଲାରେ ଏକାବେଳେ ବାଜୁଥିବା ଦୁଇଟି ବାଦ୍ୟ ମଧ୍ୟରୁ ଗୋଟିଏ ଯାହା ଧାତୁ ବା କାଠ ଉପରେ ଚମଡ଼ା ମଡ଼ାଇ ତିଆରି କରାଯାଇଥାଏ
Example : ରବି ତବଲା ବଜାଉଥିବା ବେଳେ ବାୟାଁ ଉପରେ ଏତେ ଜୋରରେ ବାଡ଼େଇଲା ଯେ ତାହା କଣା ହୋଇଗଲା
Synonyms : ବାଁୟାଁ
Translation in other languages :हिन्दी
तबले में एक साथ बजने वाले दो बाजे में से एक जो धातु या काठ पर चमड़ा मढ़कर बनाया जाता है।
Install App