Subscribe
URL of the page has been copied to clipboard.
Meaning : ଦାନା ଆଦି ଅଲଗା କରିବାପାଇଁ ଧାନ ଆଦିର କେଣ୍ଡାକୁ ଝାଡ଼ିବା
Example : ସେ ବାଡ଼ିଆ କରିବାକୁ ମନା କରିଦେଲା
Synonyms : ବାଡ଼େଇବା
Translation in other languages :हिन्दी English
दाने अलग करने के लिए धान आदि के डंठल की झड़ाई।
The separation of grain or seeds from the husks and straw.
Meaning : ହାତ,ଗୋଡ଼ ଆଦିରେ ମାରିବାର ପ୍ରକ୍ରିୟା
Example : ଗାଁ ଲୋକମାନେ ମାଡ଼ ଦେଇସାରି ଚୋରକୁ ପୋଲିସ ହାତରେ ଦେଇଦେଲେ
Synonyms : ଆଘାତ, ପିଟା, ପ୍ରହାର, ମାଡ଼
Translation in other languages :हिन्दी
हाथ, पैर आदि से मारने की क्रिया।
Meaning : ମାରିବା ପ୍ରକ୍ରିୟା
Example : ମାଡ଼ ସହିସହି ସେ ପିଠିଆ ହୋଇଯାଇଛି ଆଜି ସେ ଖୁବ ବାଡ଼ିଆ ଖାଇବ
Synonyms : କୁଟା, ଛେଚା, ପିଟା, ମାଡ଼
मारने की क्रिया।
The act of inflicting corporal punishment with repeated blows.
Install App