Meaning : ବିବାହ କରି ପରସ୍ପରକୁ ସ୍ୱାମୀ ସ୍ତ୍ରୀକୁ ପତ୍ନୀ ରୂପେ ଓ ସ୍ତ୍ରୀ ପୁରୁଷକୁ ସ୍ୱାମୀ ରୂପେ ସ୍ୱୀକାର କରିବା
Example :
ଶ୍ରୀ କୃଷ୍ଣ ରୁକ୍ମିଣୀକୁ ହରଣ କରି ବିବାହ କରିଥିଲେ
Synonyms : ପାଣିଗ୍ରହଣ କରିବା, ବିବାହ କରିବା
Translation in other languages :
विवाह करके पुरुष का स्त्री को अपनी पत्नी या स्त्री का पुरुष को अपना पति बनाना।
श्री कृष्ण ने रुक्मिणी का हरण कर उससे विवाह किया।