Meaning : ନିକାଲିବା ବା ବାହାର କରିବାରକାମ
Example :
ବର୍ଷାର ପାଣି ଠିକ ରୂପେ ନିଷ୍କାସନ ହୋଇପାରୁନାହିଁ
Synonyms : ନିଷ୍କାସନ
Translation in other languages :
Meaning : ମେଳ ବା ଦଳଆଦିରୁ ଅଲଗା ହେବା
Example :
ସେ କଂଗ୍ରେସରୁ ବାହାରି ଗଲା
Synonyms : ଅଲଗା ହେବା, ଦୂରେଇଯିବା, ପୃଥକ ହେବା, ହଟିଯିବା
Translation in other languages :
Remove oneself from an association with or participation in.
She wants to leave.Meaning : ସିଲେଇ ବା ବୁଣାହୋଇଥିବା ଧାର ଖୋଲିଯିବା
Example :
ଏହି ତମ୍ବୁର ସିଲେଇ ଫିଟିଗଲାଣି
Translation in other languages :
Become or cause to become undone by separating the fibers or threads of.
Unravel the thread.