Meaning : ବାହାନା କରିବା କାମ
Example :
ଛୋଟ ପିଲା ପାଠଶାଳାକୁ ନଯିବାପାଇଁ ବହୁତ ବାହାନା କରନ୍ତି
Translation in other languages :
बहाना बनाने की क्रिया।
छोटे बच्चे पाठशाला न जाने के लिए बहुत बहानेबाज़ी करते हैं।Meaning : ନିଜକୁ ରକ୍ଷା କରିବାପାଇଁ କିମ୍ବା କୌଣସି ଉଦ୍ଦେଶ୍ୟ ହାସଲ କରିବାପାଇଁ ମିଛ କଥାବାର୍ତ୍ତା
Example :
ସେ ମୁଣ୍ଡ ବ୍ୟଥାର ବାହାନାକରି ସ୍କୁଲକୁ ଗଲାନାହିଁ
Synonyms : ଛଳନା
Translation in other languages :
A defense of some offensive behavior or some failure to keep a promise etc..
He kept finding excuses to stay.