Meaning : କୌଣସି ସ୍ଥାନରେ ସ୍ଥାୟୀ ରୂପରେ ବାସ କରିବା
Example :
ତାଙ୍କ ଭାଇ ଆମେରିକାରେ ରହନ୍ତି
Synonyms : ରହିବା
Translation in other languages :
Meaning : କାହାରି ଘରେ ଦୀର୍ଘସମୟ ଧରି ରହିବା
Example :
ସେ ଏଠାରେ କେତେମାସହେଲା ରହୁଛି
Synonyms : ଅବସ୍ଥାନକରିବା, ରହିବା
Translation in other languages :
Meaning : (ଜୀବନଯାପନ କରିବାପାଇଁ) ନିବାସ କରିବା
Example :
ଏଇ ଶ୍ରମିକମାନେ ନିକଟସ୍ଥ କୁଡ଼ିଆରେ ରହୁଛନ୍ତି
Synonyms : ବସବାସକରିବା, ରହିବା
Translation in other languages :