Meaning : ଶରୀରର ଅଧିକ କ୍ଷୁଦ୍ର ଓ ପତଳା ବାଳ
Example :
ଭୟ ଯୋଗୁଁ ଶ୍ୟାମର ଲୋମ ଟାଙ୍କୁରି ଉଠିଲା
Translation in other languages :
Meaning : ଜୀବଜନ୍ତୁଙ୍କ ଚମଡ଼ାର ଉପରେ ବାହାରି ଥିବା ସୂତା ଭଳି ବହୁତ ପତଲା ଓ ଲମ୍ବା ବସ୍ତୁ
Example :
ମାଙ୍କଡ଼ର ସାରା ଶରୀରରେ ବାଳ ଥାଏ
Synonyms : ଲୋମ
Translation in other languages :