Subscribe
URL of the page has been copied to clipboard.
Meaning : ଶୈଶବାବସ୍ଥା ଓ ଯୁବାବସ୍ଥାର ମଧ୍ୟବର୍ତ୍ତୀ ଅବସ୍ଥା
Example : ଶ୍ୟାମର ବାଲ୍ୟକାଳ ତାର ଆଈଘରେ କଟିଲା
Synonyms : ପିଲାଦିନ
Translation in other languages :हिन्दी English
शैशव और युवा होने के बीच का समय।
The time of person's life when they are a child.
Meaning : ଶିଶୁ ସମୟର ଅବସ୍ଥା
Example : ତାର ଶୈଶବ ଭାରି କଷ୍ଟରେ ବିତିଛି
Synonyms : ପିଲାଦିନ, ଶୈଶବ
वह समय जब तक कोई शिशु होता है।
Install App