Subscribe
URL of the page has been copied to clipboard.
Meaning : ପାଣି ଭର୍ତ୍ତି କରିବାପାଇଁ ଧାତୁଆଦିର ଏକ ପ୍ରକାର ପାତ୍ର ଯେଉଁଥିରେ ଗୋଟିଏ ହ୍ୟାଣ୍ଡେଲ୍ ଲାଗିଥାଏ
Example : ଶ୍ୟାମ ଗୋଟିଏ ବାଲ୍ଟି ପାଣିରେ ଗାଧୋଇ ନିଏ
Synonyms : ବାଲତି
Translation in other languages :हिन्दी English
पानी भरने के लिए धातु आदि की एक प्रकार की डोलची जिसमें एक टँगना लगा रहता है।
A roughly cylindrical vessel that is open at the top.
Install App