Meaning : ପୂର୍ଣ୍ଣତା ବା ଦକ୍ଷତା ପାଇବା ନିମନ୍ତେ ବାରମ୍ବାର ଗୋଟିଏ କାମର ସାଧନା
Example :
ନିରନ୍ତର ଅଭ୍ୟାସରେ ଦକ୍ଷତା ମିଳିପାରେ
Synonyms : ଅଭ୍ୟାସ, ଆବୃତ୍ତି, ରିୟାଜ
Translation in other languages :
Systematic training by multiple repetitions.
Practice makes perfect.