Meaning : ଯେଉଁ ଲୋକମାନଙ୍କର କୌଣସି ସ୍ଥାୟୀ ନିବାସ ନଥାଏ ଏବଂ ସେହି କାରଣରୁ ସେମାନେ ସଦାବେଳେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଭ୍ରମଣ କରିଥାନ୍ତି
Example :
ସଡ଼କ ପାଖରେ ଯାଯାବର ନିଜର ଡେରା ପକେଇଛନ୍ତି
Synonyms : ଯାଯାବର
Translation in other languages :
A member of a people who have no permanent home but move about according to the seasons.
nomadMeaning : ଯେ ବହୁତ ବୁଲେ
Example :
ବୁଲିବାକୁ ଚାହୁଁଛ ତ ଯାଯାବରଙ୍କ ଦଳରେ ସାମିଲ ହୋଇଯାଅ
Synonyms : ଯାଯାବର
Translation in other languages :
Meaning : ଯାହାର କେହି ମାଲିକ ନାହିଁ(ଜନ୍ତୁ)
Example :
ବାରବୁଲା କୁକୁରଙ୍କୁ ଖାସୁ କରାଗଲା
Synonyms : ଅନାଥ
Translation in other languages :