Subscribe
URL of the page has been copied to clipboard.
Meaning : ସପ୍ତାହର କୌଣସି ଦିନ
Example : ସୋମବାର ସପ୍ତାହର ପ୍ରଥମ ଦିନ
Synonyms : ଦିନ, ଦିବସ
Translation in other languages :हिन्दी English
सप्ताह का कोई दिन।
Any one of the seven days in a week.
Meaning : କୌଣସି ଇଂରେଜୀ ମାସର ଦ୍ୱାଦଶତମ ଦିନରେ ପଡ଼ୁଥିବା ତାରିଖ
Example : ଏମାସ ବାର ତାରିଖରେ ଶ୍ୟାମ ମୁମ୍ବାଈ ଯିବ
Synonyms : ବାର ତାରିଖ
Meaning : ଦଶ ଆଉ ଦୁଇ ମିଶି ମିଳୁଥିବା ସଂଖ୍ୟା
Example : ଛଅରେ ଛଅ ମିଶି ବାର ହୁଏ
Synonyms : ୧୨
दस और दो के जोड़ से प्राप्त अंक।
The cardinal number that is the sum of eleven and one.
Meaning : ଦଶ ଏବଂ ଦୁଇ
Example : ଡଙ୍ଗାରେ ବାରଜଣ ଲୋକ ଅଛନ୍ତି
Synonyms : 12, ଦ୍ୱାଦଶ, ୧୨
दस और दो।
Denoting a quantity consisting of 12 items or units.
Install App