Meaning : ଜଣେ ଋଷି
Example :
ପୁରାଣରେ ବାମଦେବ ଋଷିଙ୍କ ବର୍ଣ୍ଣନା ମିଳେ
Synonyms : ବାମଦେବ, ବାମଦେବ ଋଷି
Translation in other languages :
A mentor in spiritual and philosophical topics who is renowned for profound wisdom.
sageMeaning : ଗୋଟିଏ ବର୍ଣ୍ଣବୃତ୍ତ
Example :
ବାମର ପ୍ରତ୍ୟେକ ଚରଣରେ ସାତଟି ଜଗଣ ଏବଂ ଗୋଟିଏ ଯଗଣ ଥାଏ
Synonyms : ବାମବୃତ୍ତ
Translation in other languages :
Meaning : କେହି ପୂର୍ବଦିଗକୁ ମୁହଁକରି ଛିଡ଼ାହେଲେ ଶରୀରର ଯେଉଁ ପାଖ ଉତ୍ତର ଆଡ଼କୁ ଥାଏ
Example :
ଯୁଦ୍ଧରେ ରଘୁବୀର ନିଜର ବାମ ହାତ ହରାଇଲେ
Synonyms : ବାଁ
Translation in other languages :
Being or located on or directed toward the side of the body to the west when facing north.
My left hand.