Meaning : ସାଂସାରିକତାରୁ ଅଲଗାରହି ଧାର୍ମିକ ଜୀବନ ବିତାଉଥିବା ପୁରୁଷ
Example :
ସାଧୁର ଜୀବନ ପରୋପକାରରେ ହିଁ ବିତିଥାଏ
Translation in other languages :
Meaning : ସନ୍ୟାସ ଆଶ୍ରମରେ ରହୁଥିବା ତଥା ତାଙ୍କର ନିୟମ ପାଳନ କରୁଥିବା ବ୍ୟକ୍ତି
Example :
ଚିତ୍ରକୂଟରେ ଜଣେ ବଡ଼ ସନ୍ୟାସୀଙ୍କ ସହିତ ମୋର ସାକ୍ଷାତ ହେଲା
Synonyms : ବ୍ରହ୍ମଚାରୀ, ସନ୍ୟାସୀ
Translation in other languages :