Meaning : ଛୋଟ ଲାଞ୍ଜଥିବା ବା ନଥିବା ପ୍ରାଇମେଟ ଯାହା ମାଙ୍କଡ଼ ପରି
Example :
କପି ଏବଂ ମାଙ୍କଡ଼ ଦୁଇଟି ଅଲଗା ଜାତିର ଅଟନ୍ତି
Translation in other languages :
Any placental mammal of the order Primates. Has good eyesight and flexible hands and feet.
primateMeaning : ଅଣ୍ଡିରା ମାଙ୍କଡ଼
Example :
ମାଙ୍କେଡ଼ିଆ ଅଣ୍ଡିରା_ମାଙ୍କଡ଼ ଓ ମାଙ୍କେଡ଼ୀକୁ ନଚାଉଛି
Synonyms : ଅଣ୍ଡିରା ମାଙ୍କଡ଼, ବାନ୍ଦର, ମର୍କଟ, ମାଙ୍କଡ଼
Translation in other languages :
Any of various long-tailed primates (excluding the prosimians).
monkeyMeaning : ବୃକ୍ଷ ଉପରେ ରହୁଥିବା ଏକ ଚଞ୍ଚଳ ସ୍ତନ୍ୟପାୟୀ ଚତୁସ୍ପଦ ପ୍ରାଣୀ
Example :
ଭାରତରେ ବହୁତ ଜାତିର ମାଙ୍କଡ଼ ଦେଖିବାକୁ ମିଳନ୍ତି
Translation in other languages :
Any of various long-tailed primates (excluding the prosimians).
monkey