Meaning : ପଶ୍ଚାତାପ ସହିତ ଅପ୍ରିୟ ଜଣାପଡ଼ିବା
Example :
ତାର ଏମିତି ରାଗି ହୋଇ ଚାଲିଯିବା ମୋତେ ବହୁତ ବାଧିଲା
Synonyms : ଅପମାନିତ ଲାଗିବା, ଖରାପ ଲାଗିବା
Translation in other languages :
Feel sad about the loss or absence of.
regretMeaning : କାହାରି ବ୍ୟଙ୍ଗପୂର୍ଣ୍ଣ କଥାରେ ଦୁଃଖୀହେବା
Example :
ତାଙ୍କ କଥା ମୋତେ ବାଧିଲା
Synonyms : କଷ୍ଟବୋଧ ହେବା, ପୀଡାଦେବା
Translation in other languages :